୫ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ସୁନ୍ଦରଗଡ଼ ପୋଲିସ

ପୋଲିସ କବଜାରେ ସ୍କୁଲ ଓ ବିଭିନ୍ନ ସରକାରୀ ଅଫିସରେ ଚୋରି କରୁଥିବା ଡକାୟତ ଗ୍ୟାଙ୍ଗ। ୫ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ସୁନ୍ଦରଗଡ଼ ଥାନା

Read more