ଭାରତର ଟାର୍ଗେଟ ୨୦୪୭, ଓଡ଼ିଶାର ଟାର୍ଗେଟ ୨୦୩୪ । ବିଶ୍ୱ ଭାଷା ସମ୍ମିଳନୀରେ ପାଣ୍ଡିଆନଙ୍କ ମତ, କହିଲେ ଆସନ୍ତା ୫ ବର୍ଷ ଓଡ଼ିଶା ଲେଖିବ ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା ଉପରେ ଆଲୋକପାତ କରି ପାଣ୍ଡିଆନ କହିଛନ୍ତି,

Read more