ଭୁବନେଶ୍ୱରରେ ୫୫ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱରରେ ଟିହ୍ନଟ ହୋଇଛନ୍ତି ମୋଟ ୫୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧ହଜାର ୧୧୩କୁ ବୃଦ୍ଧି ପାଇଛି ।

Read more