ମହାକାଶରେ ୫୮ ହଜାର ମାଇଲ ଦୂରରୁ କିପରି ଦେଖାଯାଉଛି ପୃଥିବୀ ? ନାସାଙ୍କ ମିସନ ମୁନ୍‌ ପଠାଇଲା ଫଟୋ

ୱାସିଂଟନ ୧୯।୧୧: ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ନଭେମ୍ବର ୧୬ ତାରିଖ ଦିନ ଲଞ୍ଚ ହୋଇଥିବା ଚନ୍ଦ୍ରମା ମିସନ ‘ଆର୍ଟେମିସ-୧’ ଏବେ ଫଟୋ ପଠାଇବା ଆରମ୍ଭ କରିଛି।

Read more