ଓଡ଼ିଶାରେ ଦୁଇ ମାସରେ ୫୯ଟି ଏଚ୍‌୩ଏନ୍‌୨ ଭୂତାଣୁ ଚିହ୍ନଟ

ଭୁବନେଶ୍ବର: ଓଡ଼ିଶାରେ ୫୯ଟି ଏଚ୍‌୩ଏନ୍‌୨ ଭୂତାଣୁ ଚିହ୍ନଟ ହୋଇଛି। ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ୨୨୫ଟି ନମୁନା ସଂଗୃହୀତ ହୋଇଥିଲା। ପରୀକ୍ଷା ପରେ ଏଥିରୁ ୫୯ଟି

Read more