ଜୁନରେ 5G ସ୍ପେକ୍ଟ୍ରମ ନିଲାମୀ, ସରକାର ଦେଲେ ସଂକେତ, TRAIର ରହିଛି ମେଗା ପ୍ଲାନ

ନୂଆଦିଲ୍ଲୀ, ୨୮/୦୪: ଦେଶରେ ଖୁବଶୀଘ୍ର ଉପଲବ୍ଧ ହୋଇପାରେ 5G ସେବା। ଏହାର ସଂକେତ ଦେଇଛନ୍ତି କେନ୍ଦ୍ର ସରକାର। ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ,

Read more