5G ସ୍ପେକ୍ଟ୍ରମ ପାଇଁ ନିଲାମୀ ଶେଷ, ସରକାରଙ୍କ ଆୟ ୧.୫ଲକ୍ଷ କୋଟି !

ନୂଆଦିଲ୍ଲୀ: 5G ସ୍ପେକ୍ଟ୍ରମ ପାଇଁ ନିଲାମୀ ସପ୍ତମ ଦିନରେ ଶେଷ ହୋଇଛି । ଏହାସହ ସ୍ପେକ୍ଟ୍ରମ ବିକ୍ରିରୁ ସରକାରଙ୍କ ନିକଟକୁ ୧.୫ ଲକ୍ଷ କୋଟି ଟଙ୍କା ଆସିଛି

Read more