ଡିସେମ୍ବର ୩୧ ସୁଦ୍ଧା ସରିବ ବରମୁଣ୍ଡା ବସ୍ ଟର୍ମିନାଲ୍, ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ଫାଇଭ୍ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ୍

ଡିସେମ୍ବର ୩୧ ସୁଦ୍ଧା ସରିବ ଭୁବନେଶ୍ବର ବରମୁଣ୍ଡା ବସ୍ ଟର୍ମିନାଲ୍ । ଆଜି ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ଫାଇଭ୍ ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.

Read more