ଦୁର୍ବୃତ୍ତ ଜାଳିଦେଲେ ୬ବାଇକ: ଭାଗ୍ୟବଶତଃ ବଞ୍ଚିଗଲା ୧୬ ଜୀବନ

ଜୟପୁର: ସୋମବାର ବିଳମ୍ବିତ ରାତି ସାଢ଼େ ଗୋଟାଏ ବେଳେ ଜୟପୁର ପାରାବେଡ଼ା ଶ୍ରୀରାମ ନଗର ଅଂଚଳର ରମେଶ ଚନ୍ଦ୍ର ବେ‌ହେରାଙ୍କ ଘର ପରିସରରେ ପସି ଜଣେ ଅଜଣା

Read more