ଆମେରିକାର କାଲିଫର୍ଣ୍ଣିଆ ଏବଂ ଫ୍ଲୋରିଡାରେ ଗୁଳିକାଣ୍ଡ, ୬ ମୃତ

ଆମେରିକାର କାଲିଫର୍ଣ୍ଣିଆ ଏବଂ ଫ୍ଲୋରିଡାରେ ଗୁଳିକାଣ୍ଡ ଘଟି ଜଣେ ପିଲା ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୮ ଜଣ ଲୋକ ଆହତ ହୋଇଛନ୍ତି।

Read more