ଡଙ୍ଗା ବୁଡ଼ି ଯିବାରୁ ୫ପିଲାଙ୍କ ସମେତ ୭ ମୃତ

ପାଟନା ୧୬।୧୦: ରବିବାର ଦିନ ବିହାରର କାଟିହର ଜିଲ୍ଲାରେ ଅଘଟଣ।  ଏକ ଡଙ୍ଗା ବୁଡ଼ିଯିବାରୁ ପ୍ରାୟ ୬ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଥିଲେ ୪ ଶିଶୁ

Read more