ଭୋଗରାଇରେ ଡେଙ୍ଗୁ ଅଣାୟତ୍ତ; ଦୁଇ ମାସରେ ଗଲାଣି ୭ ଜଣଙ୍କର ପ୍ରାଣ

ଚନ୍ଦନେଶ୍ୱର: ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକରେ ଦିନକୁ ଦିନ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲା ବେଳେ ବିଶେଷଭାବେ ଦକ୍ଷିଣ ଭୋଗରାଇର ୧୨ରୁ ଅଧିକ ଗ୍ରାମ ପଞ୍ଚାୟତର

Read more