ବ୍ରିଜ ଉପରୁ ତଳକୁ ଖସିଲା କାର୍, ୭ ଛାତ୍ର ମୃତ

ମହାରାଷ୍ଟ୍ର ୨୫/୦୧: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରିଜ୍ ଉପରୁ ତଳକୁ ଖସିପଡିଲା କାର । ଫଳରେ ଦୁର୍ଘଟଣାରେ ୭ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

Read more