ଗଣେଶ ମେଢ଼ ଭସାଣି : ଟେକାପଥର ମାଡ଼ରେ ୪ ମହିଳାଙ୍କ ସମେତ ୮ ଆହତ

ଗଞ୍ଜାମ/ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଓ ରମ୍ଭା ଥାନା ଅଧୀନ କୋମଣ୍ଡ ଗ୍ରାମରେ ଗତକାଲି ରାତିରେ ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ

Read more