ଖଣ୍ଡଗିରି ଛକରୁ ଏକ ବ୍ୟାଗ ଭିତରୁ ବାହାରିଲା ୮ ମାସର ଶିଶୁକନ୍ୟାର ମୃତଦେହ

ଭୁବନେଶ୍ୱର ୨୯।୦୮: ବ୍ୟାଗ୍‌ରୁ ଶିଶୁକନ୍ୟା ମୃତଦେହ ଠାବ । ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଶିଶୁକନ୍ୟାର ମୃତଦେହକୁ ଠାବ କରାଯାଇଛି । ବାପାକୁ ଅଟକ ରଖିଲେ ଗ୍ରାମବାସୀ

Read more