ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ, ୯ ଜଣ ଆହତ ହସ୍ପିଟାଲରେ ଭର୍ତ୍ତି

ଶ୍ରୀନଗର ୨୨।୮: ଜମ୍ମୁକାଶ୍ମୀର ଶ୍ରୀନଗର ସହରର ନିଶାତ ଅଞ୍ଚଳରେ ଗ୍ରେନେଡ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣ ଫଳରେ ୯ ଜଣ ଆହତ ହୋଇଛନ୍ତି ।ପୋଲିସ ଅଧିକାରୀ କହିଛନ୍ତି

Read more