ଖାତରେ ଖସିପଡ଼ିଲା ସେନା ଗାଡ଼ି, ୯ ଯବାନ ସହିଦ ଆଶଙ୍କା

ଲେହ : ଲଦାଖର ରାଜଧାନୀ ଲେହର କାରକିରେ ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୯ ଯବାନ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି ।

Read more