ରାସନ କାର୍ଡରେ ମାଗଣାରେ ମିଳିବ ୯ଟି ଜିନିଷ, ସରକାର ବଦଳାଇ ଦେଲେ ସ୍କିମ

ନୂଆଦିଲ୍ଲୀ,୨୫।୮: ଭାରତ ସରକାର ଦେଶର ଜନତାଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଏଥିମଧ୍ୟରୁ ସରକାର ବିଭିନ୍ନ ପ୍ରକାରର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଆଣିଛନ୍ତି। ଏହି ଯୋଜନାଗୁଡ଼ିକ

Read more