ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନାରେ ବିଶାଳ ଶୋଭାଯାତ୍ରା

ବାଜୁଥିଲା ବାଜା, ଜଳୁଥିଲା ରୋଷଣୀ। ଆଗରେ ବିଶାଳ ଶୋଭାଯାତ୍ରା। ଏ କେଉଁ ବିବାହ କିମ୍ବା ଉତ୍ସବ ନୁହେଁ। ଜଣେ ଶିକ୍ଷକଙ୍କୁ ଏଭଳି ବିଶାଳ ଶୋଭାଯାତ୍ରାରେ ବିଦାୟ ଦେଇଛନ୍ତି

Read more