ସୋରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ସିକ୍ୟୁରିଟି ଗାର୍ଡ

ସିକ୍ୟୁରିଟି ଗାର୍ଡଙ୍କ ଭରସାରେ ରୋଗୀ । ହସ୍ପିଟାଲର ଟିକେଟ୍ କାଉନ୍ଟରରେ ରୋଗୀ ଟିକେଟ୍ କାଟୁଛନ୍ତି । ଏପରିକି ରୋଗୀଙ୍କ ରକ୍ତଚାପ ମଧ୍ୟ ମାପୁଛନ୍ତି ସିକ୍ୟୁରିଟି ଗାର୍ଡ ।

Read more