ରେଳ ସାଇଡିଂରେ ପଡ଼ିରହିଛି ଏକଲକ୍ଷ ଟନ୍‌ ଲୁହାପଥର

ଯୋଡ଼ା : କେନ୍ଦ୍ର ସରକାରଙ୍କ ଆଇବିଏମ୍‌ର ଖଣିଜ ସଂରକ୍ଷଣ ନୀତି ଅସ୍ପଷ୍ଟ ଥିବାରୁ ଯୋଡ଼ା ଖଣି ମଣ୍ଡଳର ବିଭିନ୍ନ ରେଳସାଇଡିଂରେ ଗଚ୍ଛିତ ଥିବା ମୂଲ୍ୟବାନ ଲୁହାପଥର ପଡ଼ିରହିଛି।

Read more