କିଟ୍‌ରେ ୱାଇ-୨୦ର ମିଡିଆ ଅଧିବେଶନ, ପରିବର୍ତ୍ତନର ନେତୃତ୍ୱ ଓ ଏକ ସମୃଦ୍ଧ ବିଶ୍ୱ ଗଠନ ବିଷୟବସ୍ତୁ ଉପରେ ଏକ ମିଡିଆ ଅଧିବେଶନ ହେଲା ଅନୁଷ୍ଠିତ

ପରିବର୍ତ୍ତନ ଓ ଏକ ସମୃଦ୍ଧ ବିଶ୍ୱ ଗଠନ ନିମନ୍ତେ ଯୁବଶକ୍ତିର କ୍ଷମତା ରହିଛି। କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି।

Read more