ସୋଆ ପ୍ରତିଷ୍ଠାତା ସଭାପତି ଙ୍କ ଦ୍ୱାରା ସୁମା ସିକ୍ୟୁରିଟି ଏଜେନସି ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ନୂତନ ସିକ୍ୟୁରିଟି ଏଜେନ୍ସି “ସୁମା ସିକ୍ୟୁରିଟି ଏଜେନ୍ସି’ ଉଦଘାଟିତ ହୋଇଯାଇଛି।

Read more