ଇଣ୍ଟରନେଟ୍ ବନ୍ଦ କରାଯିବା ନେଇ କିଛି ପ୍ରୋଟୋକଲ୍ ଅଛି କି ? ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମନମୁଖୀ ଭାବେ ଇଣ୍ଟରନେଟ୍ ବନ୍ଦ କରାଯିବା ଅଭିଯୋଗ ନେଇ ଦାଖଲ ଯାଚିକା ଉପରେ  ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ।

Read more