ଥାନା ଠାରୁ ୨ ଶହ ମିଟର ଦୂରରେ ଆଦିବାସୀ ଦମ୍ପତିଙ୍କ ଠାରୁ ଲୁଟ୍

ବାରିପଦା: ଅସୁରକ୍ଷିତ ବେତନଟୀ । ଦିବା ଆଲୋକରେ ମାତିଛନ୍ତି ଲୁଟେରା । ପୋଲିସକୁ ଭ୍ରୁକ୍ଷେପ ନ କରି ଥାନା ଠାରୁ ମାତ୍ର କେଇ ମିଟର ଦୂରରେ କରୁଛନ୍ତି ଛିନତାଇ

Read more