ରୋଗରୁ ମୁକ୍ତି ଚାହୁଁଛନ୍ତି କି ତାହାଲେ ଖାଆନ୍ତୁ ଆଳୁ ଚୋପା

ତରକାରୀ ବନାଇବା ପାଇଁ ଯେତେବେଳେ ଆଳୁ କଟାଯାଏ ସେତେବେଳେ ଲୋକେ ଏହାର ଚୋପାକୁ ଛଡାଇ ଦିଅନ୍ତି। ଆଳୁରେ ଚୋପାକୁ ବାହାର କରି ତରକାରୀ ପାଇଁ କାଟି ରଖନ୍ତି।

Read more