ଶିକ୍ଷକ ହତ୍ୟାକାଣ୍ଡରେ ହଟିଲା ପରଦା: ସତ ଓଗାଳିଲା ଗିରଫ ଅଭିଯୁକ୍ତ

ଆନନ୍ଦପୁର ୦୨/୧୨: ବିଜ୍ଞାନ ଶିକ୍ଷକ ଅନିରୁଦ୍ଧ ସ୍ବାଇଁ ହତ୍ଯା କାଣ୍ଡରେ ପୋଲିସକୁ ସଫଳତା। ଧରାପଡ଼ିଲା ଶିକ୍ଷକଙ୍କ ହତ୍ୟାକାରି। ବନ୍ଦ ଭଡ଼ାଘରୁ ମିଳିଥିବା ଶିକ୍ଷକଙ୍କ ମୃତଦେହ ଘଟଣାପେ ପରଦା ଉଠାଇଲା

Read more