ଆଇଏଏସ୍‌ ଅଫିସରଙ୍କୁ ଖଣିରେ ଚଢ଼ାଉ ବେଳେ ମାଡ଼, ୬ ଜଣଙ୍କୁ ବାନ୍ଧିଲା ପୋଲିସ୍‌

ଢେଙ୍କାନାଳ, ୦୩।୦୫: ଆଇଏଏସ ପ୍ରୋବେସନରଙ୍କୁ ମାଡ଼ ମାରି ୬ ଗିରଫ । ଆଇଏଏସ ପ୍ରବେସନର ବିଭୂତି ଭୂଷଣ ନାୟକ ସଦର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି ।

Read more