ଆସିକା ପୂର୍ବତନ ବିଧାୟକ ନିଖୋଜ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନିର୍ବାଚନ ମଣ୍ଡଳୀ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ । ୧୨ ତାରିଖ ଠାରୁ ନିଖୋଜ ନେଇ ପୁଅ ଥାନାରେ ଏତଲା ଦେଇଛନ୍ତି।

Read more