ଅନନ୍ତନାଗରେ ଆତଙ୍କୀ ଆକ୍ରମଣ; ଗୁଳିକାଣ୍ଡରେ ପୋଲିସ କର୍ମଚାରୀ ଗୁରୁତର

ଶ୍ରୀନଗର ୦୩/୦୭ : ଅମରନାଥ ଯାତ୍ରା ମଧ୍ୟରେ କଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜାବିହାଡ଼ା ଅଞ୍ଚଳରେ ଆତଙ୍କୀ ଘଟଣା  ସାମ୍ନାକୁ ଆସିଛି। ରବିବାର ଆତଙ୍କବାଦୀମାନେ ପୋଲିସ ଟିମ୍‌କୁ ଟାର୍ଗେଟ୍‌ କରି

Read more