ବିଧାନସଭା, ବିଭାଗୀୟ ଉତର ଏବଂ ସୂଚନା ଅଧିକାର ଆଇନବଳରେ ମିଳିଥିବା ତଥ୍ୟ ଉପସ୍ଥାପନ କରିଛି ବିଜେପି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ତା.୨୬/୦୬: ସତ, ମିଛ କହି ଓଡିଶାବାସୀଙ୍କୁ ବାରମ୍ବାର ପ୍ରତାରଣା କରିବା ଶାସକ ବିଜୁ ଜନତା ଦଳର ଅଭ୍ୟାସରେ ପରିଣତ ହୋଇସାରିଛି । ନିଜ ମିଛ ଧରାପଡିବା

Read more