ଶ୍ରୀଲିଙ୍ଗରାଜ ମନ୍ଦିରରେ ‘ଅବଢ଼ା ଶୋଷଣ’, ଅନନ୍ତ ବାସୁଦେବଙ୍କ ଦରର ୩ଗୁଣା ଅଧିକ

ଭୁବନେଶ୍ବର: ସମ୍ପ୍ରତି ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ଦର ବେଲଗାମ୍‌ ହୋଇପଡ଼ିଛି। ଅବଢ଼ାର ଆକାଶଛୁଆଁ ଦରକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Read more