ମୁଁ ମୁଣ୍ଡ ନୁଆଁଇବିନି’: ଆଠ ଘଣ୍ଟା ଧରି ଇଡି ପଚରା ଉଚରା ପରେ ରାଗିଲେ ଅଭିଷେକ ବାନାର୍ଜୀ, ବିଜେପି ଉପରେ ବର୍ଷିଲେ

କୋଲକାତା ୨୨/୦୩: ଇଡି ଦ୍ୱାରା ଆଠ ଘଣ୍ଟା ଜେରା ପରେ ଅଭିଷେକ ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିରୋଧୀ ଦଳ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ,

Read more