୩ହଜାର ଫୁଟ ଉଚ୍ଚରେ ମୃତ୍ୟୁ ସହ ଲଢ଼ୁଛନ୍ତି ୬ଜଣ ସ୍କୁଲପିଲା

ନୂଆଦିଲ୍ଲୀ: ପାକିସ୍ତାନର ଖେବର ପଖତୁନଖବାରେ କେବୁଲ କାର  ହଠାତ ଖରାପ ହୋଇଯିବାରୁ  ୩୦୦୦ଫୁଟ ଉଚ୍ଚ‌ରେ ୬ଜଣ ସ୍କୁଲ ପିଲାଙ୍କ ସ‌ମେତ ୮ଜଣ ଫସି ରହିଛନ୍ତି। କୁହାଯାଉଛି କି

Read more