୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ପରେ ହେବ କି ୫୦୦ ଟଙ୍କିଆ ନୋଟର ପ୍ରତ୍ୟାହର, ପଢନ୍ତୁ…

୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କିମ୍ବା ୧୦୦୦ ଟଙ୍କିଆ ନୋଟ୍ ପୁନଃପ୍ରଚଳନ କରିବାର ଯୋଜନା ନ ଥିବାରୁ ସେ ବିଷୟରେ କୌଣସି ଗୁଜବ କରନ୍ତୁ ନାହିଁ ।

Read more