ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା: ପିକଅପ ଚାଳକ ମୃତ

ବଲାଙ୍ଗୀର: ରବିବାର ଭୋର ସକାଳୁ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପଥରଚେପା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ହିଁ ପିକଅପ ଚାଳକଙ୍କୁ ମୃତ୍ୟୁ ହୋଇଯାଇଥିଲା। ସଦର

Read more