ଆର୍‌ଏସ୍‌ପିରେ ଦୁର୍ଘଟଣା: ଠିକାକର୍ମଚାରୀଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଦୁର୍ଘଟଣା ଘଟି ଜଣେ ଠିକାକର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଗତକାଲି ଅପରାହ୍ନ ସାଢ଼େ ୩ଟାରେ ଆର୍‌ଏସ୍‌ପିର ୱାଟର ପ୍ୟୁରିଫିକେସନ୍‌ ପ୍ଲାଣ୍ଟରେ କାମ

Read more