କଟକରେ ସିରିଜ୍‌ ଦୁର୍ଘଟଣା ଘଟାଇଲା ନିଶାସକ୍ତ କାର୍‌ ଡ୍ରାଇଭର

କଟକ: କଟକ ସହରରେ ସିରିଜ୍‌ ଦୁର୍ଘଟଣା ଘଟାଇଛି ଜଣେ ନିଶାସକ୍ତ କାର୍‌ ଡ୍ରାଇଭର। ବେପରୁଆ ଗାଡି ଚାଳନା ଯୋଗୁଁ ଏକାଧିକ ଗାଡିକୁ ଧକ୍କା ଦେଇଛି। କଟକ ସହରର

Read more