ପତ୍ନୀଙ୍କୁ ବିଷ ପିଆଇ ହତ୍ୟା ଅଭିଯୋଗ: ଥାନାରେ ସ୍ୱାମୀ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସୋରଡ଼ାରେ ପାରିବାରିକ କଳହରୁ ପତ୍ନୀଙ୍କୁ ବିଷ ପିଆଇ ହତ୍ୟା ଅଭିଯୋଗ ହୋଇଛି। ସୋରଡ଼ା ଥାନା ଅନ୍ତର୍ଗତ ସାନବଦାଙ୍ଗି ଗ୍ରାମରେ ଘଟିଛି ଏହି ଘଟଣା।

Read more