ସନାତନ ଧର୍ମର ଅଭିଶାପ ଓ ଜାତିବାଦ ରାଜନୀତି କଂଗ୍ରେସକୁ ବୁଡେଇଦେଲା । କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନଙ୍କ ପ୍ରତିକ୍ରିୟା

ଆଜି ୪ ରାଜ୍ୟରେ ଚାଲିଛି ବିଧାନସଭା ନିର୍ବାଚନର ଭୋଟ ଗଣତି । ୪ ରାଜ୍ୟରୁ ୨ ରାଜ୍ୟରେ ବିଜେପି ବାଜି ମାରିଥିବାବେଳେ କଂଗ୍ରେସ ପଛରେ ପଡିଛି ।

Read more