ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ: ୨୪ ଘଣ୍ଟା ଖୋଲାରହିବ ୧୦ଟି ପିଏଚସି

ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ। ଦୁଇ ତିନି ଦିନରେ ରାଉରକେଲାରେ ନିୟନ୍ତ୍ରଣ ହେବ ହଇଜା ସଂକ୍ରମଣ । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ।

Read more