ଆଜିଠୁ ମିଳିବ ଆଡ଼ପ ଅବଢ଼ା, ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ ୧୪।୦୭: ଆଜିଠୁ ମିଳିବ ଆଡ଼ପ ଅବଢ଼ା । ଦକ୍ଷିଣ ଓ ଉତ୍ତରଦ୍ବାରରେ ସ୍ବତନ୍ତ୍ର ସେଡ୍ ବ୍ୟବସ୍ଥା ହୋଇଛି । ୨ଟି କାଉଣ୍ଟରରେ ଅବଢ଼ା ମିଳିବ ।

Read more