ସମ୍ପନ୍ନ ହେଲା ମହାପ୍ରଭୁଙ୍କ ’ଅଧରପଣା’ ନୀତି

ନବଦିନାତ୍ମକ ଯାତ୍ରା ଶେ​‌ଷ କରି ମହାପ୍ରଭୁ ବାହୁଡି ଆସିଛନ୍ତି । ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଧରପଣା ଭୋଗ କରାଯାଇଛି । ଶ୍ରୀଜୀଉଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ

Read more