ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ଆଜି ରଥାରୂଢ ଶ୍ରୀଜିଉଙ୍କର ସଂପନ୍ନ ହେବ ଅଧରପଣା ନୀତି । ଏହି ନୀତିରେ ଅଶରୀରୀ, ପାର୍ଶ୍ୱ ଦେବାଦେବୀମାନେ ମହାପ୍ରଭୁଙ୍କ ଅଧରାମୃତ ପାନ କରି ତୃପ୍ତ ହୋଇଥାନ୍ତି।

Read more