ଆସନ୍ତା କାଲିଠୁ ଆରମ୍ଭ ହେବ ଆଦିବାସୀ ମେଳା, ମାର୍ଚ୍ଚ ୧ ଯାଏ ଚାଲିବ

ଆସନ୍ତା କାଲିଠୁ ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଫ୍ରେବ୍ରୁଆରୀ ୨୦ ରୁ ମାର୍ଚ୍ଚ ୧

Read more