କୂଟନୈତିକ ସହଯୋଗ ଅଭାବ ଦର୍ଶାଇ ଦିଲ୍ଲୀରେ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ‘ଇସ୍‌ଲାମିକ୍‌ ରିପବ୍ଲିକ୍‌ ଅଫ୍‌ ଆଫଗାନିସ୍ତାନ’ର ଦୂତାବାସ କାର୍ଯ୍ୟକଳାପ ବନ୍ଦ କରିବ ବ‌ୋଲି ଶନିବାର ଦିନ ଜାରି କରାଯାଇଥିବା ଔପଚାରିକ ବିବୃତିରେ ଉଲ୍ଲେଖ ଅଛି।

Read more