ଶ୍ରଦ୍ଧା ହତ୍ୟା ମାମଲା: ଅଫତାବ ଅସୁସ୍ଥ

ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଅଭିଯୁକ୍ତ ତଥା ଲିଭ ଇନ୍ ପାର୍ଟନର ଅଫତାବ ପୁନାୱାଲା ଅସୁସ୍ଥ ହୋଇପଡିଛି। ବୁଧବାର ତାର ପଲିଗ୍ରାଫ ଟେଷ୍ଟ ହେବାର ଥିଲା।

Read more