୨ ଦିନ ପରେ କାର୍ତ୍ତିକ ବ୍ରତ ଆରମ୍ଭ: ଅଣପଞ୍ଜିକୃତ ହବିଷ୍ୟାଳି କେଉଁଠି ରହିବେ?

ପୁରୀ: ଆଉ ଦୁଇଦିନ ପରେ ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ। ଏବେଠୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଜିଲ୍ଲା ପ୍ରଶାସନ ହବିଷ୍ୟାଳିଙ୍କ ରହଣୀ, ଖାଦ୍ୟପେୟ ଆଦିର ବ୍ୟବସ୍ଥା କରିଛନ୍ତି।

Read more