ସରପଂଚ ପଦ ପାଇଁ ୨ ବର୍ଷର ଲଢ଼େଇ : ସୀତାରାଣି ସେନାପତିଙ୍କୁ ବିଜୟୀ ଘୋଷଣା କଲେ ବାଲେଶ୍ୱର ଜିଲ୍ଲା ଦୌରାଜଜ୍

ଭୋଗରାଇ: ଦୁଇ ବର୍ଷର ନ୍ୟାୟିକ ଲଢେଇ ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନାରାୟଣ ମହାନ୍ତି ପଡିଆର ସରପଞ୍ଚ ସୀତା ରାଣୀ ସେନାପତିଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି

Read more