୫ ଦିନ ପରେ ପବିତ୍ର ରକ୍ଷାବନ୍ଧନ: ଠାକୁରଙ୍କ ପାଇଁ ପ୍ରସ୍ତୁତ ଚାଲିଛି ରାଖି

ପୁରୀ: ଆଉ ୫ ଦିନ ପରେ ପବିତ୍ର ରକ୍ଷାବନ୍ଧନ। ମାନବଦେହୀ ମହାପ୍ରଭୁ ଶ୍ରୀଜଗନ୍ନାଥ ବି ଏହି ଲୀଳାଖେଳରେ ବାନ୍ଧି ହୋଇ ରହିଛନ୍ତି। ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ

Read more